ସତ୍ରାଜିତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନାମ) (ସତ୍ତ୍ର+ଆ+ଜି. ଧାତୁ+କର୍ତ୍ତୃ. କ୍ୱିପ୍) ସମ୍ପାଦନା

ଶ୍ରୀକୃଷ୍ଣଙ୍କ ଶ୍ୱଶୁର; ଶ୍ରୀକୃଷ୍ଣଙ୍କ ଅଷ୍ଟ ମହିଷୀଙ୍କ ମଧ୍ୟରୁ ଏକତମା ସତ୍ୟଭାମାଙ୍କ ପିତା —Name of a father-in-law of Srīkṛushṇa.

[ଦ୍ରଷ୍ଟବ୍ୟ — ସୂର୍ଯ୍ୟଦେବ ସନ୍ତୁଷ୍ଟ ହୋଇ ଏହାଙ୍କୁ 'ସ୍ୟମନ୍ତକ' ମଣି ଦାନ କରିଥିଲେ ଏ ପୁଣି ନିଜ ସହୋଦର ପ୍ରସେନଜିତଙ୍କୁ ଏହା ଦେଇଥିଲେ; ପ୍ରସନେଜିତ୍ ମୃଗୟାରେ ସିଂହ କର୍ତ୍ତୃକ ହତ ହେବାରୁ, ଏହାକୁ ଜାମ୍ୱବାନ୍ ପାଇଥିଲେ ଜାମ୍ୱବାନଙ୍କୁ ପରାଜିତ କରି ଶ୍ରୀକୃଷ୍ଣ ପୁଣି ଏ ମଣିକୁ ଆଣି ସତ୍ତ୍ରାଜିତଙ୍କୁ ଦେଲେ ଅକ୍ରୁରଙ୍କୁ ପ୍ରରୋଚନାରେ ଶତଧନ୍ୱା ସତ୍ତ୍ରାଜିତଙ୍କୁ ବଧ କରି ଏ ମଣିକୁ ହରଣ କଲେ]



ସତ୍ରାଜିତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସତ୍ରାଜିତ—ଦେଶଜ - ରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ସତ୍ତାଜିତ୍ (ଦେଖ) - —Sattrāj̄it (See)