ସତ୍ତେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ସତ୍ତେଓ—ଅନ୍ୟରୂପ)

ଗ୍ରାମ୍ୟ - ଅବ୍ୟୟ (ବଙ୍ଗଳାରୁ ଅନୁକୃତ ସଂସ୍କୃତ - ସତ୍ ଶବ୍ଦୋତ୍ପନ୍ନ ସତିରୁ) ସମ୍ପାଦନା

କୌଣସି ବିଷୟର ଉପସ୍ଥିତ ଥାଇ ସୁଦ୍ଧା — (conjunction) In spite of; in the face of; notwithstanding.