ସତିରିଶ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

[ସଁତ୍ରିଶ(ଶି), ସଂନ୍ତିରିଶ(ଶି), ସନ୍ତ୍ରିଶ(ଶି)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ; ସଂସ୍କୃତ - ସପ୍ତତ୍ରିଂଶତ୍)

ସମ୍ପାଦନା

ସପ୍ତତ୍ରିଂଶ; ତିରିଶରୁ ଅଧିକା ସାତ — Thirty seven; ୩୭.