ସତର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂସ୍କୃତ - ସପ୍ତଦଶ) ସମ୍ପାଦନା

ଦଶରୁ ଅଧିକ ସାତ ସଂଖ୍ୟା; ୧୭: —Seventeen.

ବିଶେଷଣ - ସମ୍ପାଦନା

ବହୁ ସଂଖ୍ୟକ — Many.