ଶବ୍ଦାର୍ଥ:

କ୍ରିୟା (ଦେଶଜ) ସମ୍ପାଦନା

  • ସଞ୍ଚୟ କରିବା
  • ରକ୍ଷାକରିବା
  • ଯତ୍ନ ସହିତ ସାଇତିବା; ସମ୍ପାଦିବା; ଛଞ୍ଚିବା
  • ପାଳିବା; ପୋଷିବା
  • ନିର୍ମାଣକରିବା
  • ସୃଷ୍ଟି କରିବା
  • ପୂର୍ବରୁ ନିର୍ଦ୍ଧରଣ କରିବା
  • ସ୍ମରଣରେ ରଖିବାସଞ୍ଚିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସମ୍+ଚି ଦାତୁ) ସମ୍ପାଦନା

୧. ସଞ୍ଚୟ କରିବା —୧. To store up; to hoard.
୨. ରକ୍ଷାକରିବା — ୨. To guard; to protect.
୩. ଯତ୍ନ ସହିତ ସାଇତିବା; ସମ୍ପାଦିବା; ଛଞ୍ଚିବା —୩. To store up with care.
୪. ପାଳିବା; ପୋଷିବା —୪. To maintain.
୫. ନିର୍ମାଣକରିବା —୫. To build.

ଅନୁବାଦ ସମ୍ପାଦନା

(ଉ—ସେ ହରି ଆତ୍ମା ମାୟା କଲେ, ସୃଷ୍ଟି ସଞ୍ଚିଲେ ଏ ଶୟଳେ— ଜଗନ୍ନାଥ. ଭାଗବତ]

୬. ସୃଷ୍ଟି କରିବା —୬. To create .

ଅନୁବାଦ ସମ୍ପାଦନା

(ଉ—ଚଉଦ ବ୍ରହ୍ମାଣ୍ଡ ବିହି ସ଼୍ଚିଲା—ପ୍ରାଚୀ ପରଚେ ଗୀତା)

୭. ପୂର୍ବରୁ
ନିର୍ଦ୍ଧାରଣ କରିବା —୭. To preordain.

ଅନୁବାଦ ସମ୍ପାଦନା

(ଉ— ଜନ୍ମ ସଞ୍ଚଇ ପ୍ରଜାପତି, ବାଳୁତ ବାକୁ ଯେତେ ଗତି —ଜଗନ୍ନାଥ ଭାଗବତ)

୮. ସ୍ମରଣରେ ରଖିବା —୮. To cherish in memory.

(ଉ— ସେ ରସାନ୍ତରେ ସ୍ନେହ କାତର) ସ୍ନେହ ଚିତ୍ତରେ ସଞ୍ଚେ—ଭ଼ଞ୍ଜ, ପ୍ରେମସୁଧାନିଧି)