ସଞ୍ଚାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ସଞ୍ଚାର) ସମ୍ପାଦନା

ସଞ୍ଚାରିତ କରିବା; ବିସ୍ତାର କରିବା —To diffuse; to spread.

(ଉ—ଶମଇ ଏ ମହାଅଗ୍ନି ଅମୃତ ସଞ୍ଚାରି ମଧୁସୂଦନ. କବିତାବଳୀ)