ସଜିଲ୍ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ସୁସଜ୍ଜିତ କରିବା —୧. To equip; to arrange well.
୨. ଆବଶ୍ୟକ ଧନ, ଉପକରଣାଦି ସଂଗ୍ରହ ବା ଆୟୋଜନ କରିବା —୨. To get or collect the requisite funds or materials.
୩. ସୁବିଧା କରିବା; ବନ୍ଦୋବସ୍ତ କରିବା —୩. To arrange.
୪. ପ୍ରସ୍ତୁତ କରିବା; ଯୋଗାଡ଼ କରିବା — ୪. To prepare; to make preparations.