ସଜାଇବା
ସଜାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - କ୍ରିୟାପଦ - (ସଂସ୍କୃତ - ଣିଜନ୍ତ ସସ୍ଜ୍ ଧାତୁ ବା ସଜ୍ଜ୍ ଧାତୁ) ସମ୍ପାଦନା
- ୧. ସଜ୍ଜିତ କରିବା —୧. To furnish.
(ଉ—ବନେ ଉପବନେ ତରୁ ଲତା ଡାଳେ ସଜାଇ ଯତନେ ଅତି—ମଧୁସୂଦନ ଛନ୍ଦମାଳା)
- ୨. ସୁସଜ୍ଜିତ କରିବା —୨. To furnish well.
(ଉ—ବିଗ୍ରହ ବଚନମାନଙ୍କୁ କହନ୍ତେ ସୁଗ୍ରୀବ ସୈନ୍ୟ ସଜାଇ—ଭଞ୍ଜ ବୈଦେହୀଶବିଳାସ)
- ୩. ଅନ୍ୟ ବ୍ୟକ୍ତିକୁ ବେଶ କରିବା —୩. To decorate or adron a person.
- ୪. ମକଦମାର ପ୍ରମାଣାଦି ଉପଯୁକ୍ତରୂପେ ସଜ୍ଜିତ କରିବା; ମିଛ ମକଦମା ରଚନା କରିବା —୪. To fabricate a case; to get up a case falsely.