ସଜଡାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଜାଡ଼ିବା କ୍ରିୟାର ଣିଜନ୍ତ ରୂପ) ସମ୍ପାଦନା

୧. (ସଜାଡ଼ିବାର ଣିଜନ୍ତରୂପ —୧. Causative of Sajāṟḍ̠ibā.
୨. ଅନ୍ୟଦ୍ୱାରା ଭଙ୍ଗା ଜିନିଷ ମରାମତି କରାଇବା —୨. To get a broken article repaired by another.

[ଉ—ଦେଇ ମୁଁ ଧନ ଧନଭାବ ବଶରେ ଚାନ୍ଦନୀକି ସଜାଇବି—ଭଞ୍ଜ. ପ୍ରେମସୁଧାନିଧି]

୩. ସଜ୍ଜିତ— କରାଇବା —୩. To arrange; to put in order.

[ଉ—ବର୍ଧକୀ ଡକାଇ ସଜଡ଼ାଇ ଦିଅ ନାବ—ଭଞ୍ଜ. ବୈଦେହୀଶବିଳାସ]