ସଜଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଜ୍ଜା) ସମ୍ପାଦନା

୧. ସଜାଡ଼ିବା କ୍ରିୟା —୧. The act of setting right.
୨. ମରାମତ କରିବା — ୨. Act of repairing.
୩. ସଜ୍ଜିତ କରିବା —୩. Act of equipping.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ମରାମତ ହୋଇଥିବା — ୧. Repaired.
୨. ସଜ୍ଜିତ ହୋଇ ଥିବା —୨. Equipped.
୩. ନିର୍ଦୋଷୀ— କୃତ; ସୁସଜ୍ଜିତ —୩. Set right; well-arranged.

[ଉ—ସଜଡ଼ା ହୋଇ କନ୍ଧେ ପଡ଼ିଛି ଦୋଷଡ଼ା&;କୃଷ୍ଣସିଂହ ମହାଭାରତ. ବନ]