ସଙ୍ଘାଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

[ସଙ୍ଗଡି ପକା(କେ)ଇବା—ଅନ୍ୟରୂପ]

=== ପ୍ରାଦେଶିକ - କ୍ରି. (ଜାହାଜିଆ ଭାଷା)

ବାନ୍ଧିବା — To tie together.

[ଉ—ଖଲାସିମାନେ ଚାରିଖଣ୍ଡ ପାଗଡ ଯିମିତ ଫୋପାଡି ଦେଇ— ଅଛନ୍ତି, ତୁରକମାନେ ଦୁଇ ଜାହାଜକୁ ସଙ୍ଗଡି ପକାଇଲେ —ଫକୀରମୋହନ. ଗଳ୍ପସଳ୍ପ]