ସଙ୍ଘାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. 'ସଙ୍ଘିବା' କ୍ରିୟାର ଣିଜନ୍ତ ରୂପ —୧. The causative form of 'Saṅghibā'.
୨. ଗାଭୀକୁ ବୃଷ ସଙ୍ଗେ ସଙ୍ଗମ କରାଇବା —୨. To cause a cow to be cohabited by a bull.
୩. (ସଂସ୍କୃତ - ସନଜ୍ ଧାତୁ) ସଂଯୋଜିତ କରାଇବା —୩. To cause to be joined.
୪. ମିଳାଇବା; ମିଳିତ କରାଇବା — ୪. To cause to meet.