ସଙ୍ଗୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍ଗିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଙ୍ଗ+ଅଛି ଅର୍ଥରେ. ଇନ୍; ୧ମା.୧ବ) ସମ୍ପାଦନା

୧. ସହଚର; ବୟସ୍ୟ; ସଙ୍ଗାତ —୧. Companion.
୨. କର୍ମସଙ୍ଗୀ; ଯେଉଁମାନେ ଏକ ସଙ୍ଗରେ କାର୍ଯ୍ୟ କରନ୍ତି —୨. Fellow-worker.
୩. ପଢ଼ାସଙ୍ଗୀ; ଶିକ୍ଷା ସହଚର —୩. Class-friend; fellow student.
୪. ଖେଳସଇ; କ୍ରୀଡା ସହଚର — ୪. Play-mate; play fellow.

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ସମଭିବ୍ୟାହାରୀ; ସଙ୍ଗବିଶିଷ୍ଟ —୧. Accompanying; having the companionship of.
୨. ଆସକ୍ତ —୨. Devoted to; attached to.
୩. କୌଣସି ବସ୍ତୁରେ ସଂସକ୍ତ —୩. Attached to anything.