ସଙ୍ଗାତୁଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

୧. ସଙ୍ଗାତଙ୍କ ସ୍ତ୍ରୀ —୧. The wife of one's god-friend.

[ଦ୍ରଷ୍ଟବ୍ୟ —ସ୍ତ୍ରୀ ସଙ୍ଗାତଙ୍କ ସ୍ୱାମୀଙ୍କୁ ମଧ୍ୟ 'ସଙ୍ଗାତ' ବୋଲାଯାଏ]

୨. ପ୍ରେୟସୀ —୨. A beloved lady.