ସଙ୍ଗବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ସମ୍+ଗୌ+ଅ; ଯେଉଁ ସମୟରେ ଗାଦୋହନ ସଙ୍ଗତ ହୁଏ) ସମ୍ପାଦନା

ପ୍ରାତଃକାଳୀନ ପ୍ରଥମ ତିନି ମୁହୂର୍ତ୍ତ —The first three moments of the morning.

[ଦ୍ରଷ୍ଟବ୍ୟ —ସନ୍ଧ୍ୟା ପୂର୍ବର ତିନି ମୁହୁର୍ତ୍ତକୁ ରାକ୍ଷସୀ ବେଳା ବୋଲାଯାଏ]