ସଙ୍ଖୁଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ସଙ୍ଖୁଳା (ଦେଖ) - Saṅkhuḻā (See)

[ଦ୍ରଷ୍ଟବ୍ୟ —ସଙ୍ଖୁଳା ଯିବା ସମୟରେ 'ଶଙ୍ଖ' ବାଜିବା ପ୍ରଥା ଆମ ଦେଶର ପ୍ରାଚୀନ ରୀତି ଥିଲା ତେଣୁ ଓଡ଼ିଆ ଭାଷାରେ 'ସଙ୍ଖୁଳା' ଶବ୍ଦ ସାଧାରଣତଃ 'ସ' ଲିଖିତ ହେଉଥିଲେହେଁ ଏହି କାରଣରୁ ଉକ୍ତ ଓ ତତ୍ସମ୍ପର୍କୀୟ ଅନ୍ୟାନ୍ୟ ଦେଶଜ ଶବ୍ଦ 'ଶ' ଅକ୍ଷରରେ ପ୍ରଦତ୍ତ ହୋଇଅଛି]