ସଙ୍କୁଳନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ସମ୍+କୁଳ୍ ଧାତୁ=ଏକତ୍ର କରିବା+ଭାବ. ଅନ) ସମ୍ପାଦନା

୧. ଏକତ୍ରୀକରଣ —୧. Gathering; heaping up.
୨. ସଂଗ୍ରହ କରିବା; ଯୋଗାଡ କରିବା —୨. Act of getting up many things together.