ସଙ୍କୁନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂ ଶକୁନ) ସମ୍ପାଦନା

ସଂକେତ —To ken; sign.

(ଉ— ଟିକିଏ ସଙ୍କୁନ ଦେଇ ସବୁ କଥା ଆମ୍ଭମାନଙ୍କଠାରୁ ଶୁଣିଯାଅ ଫକୀରମୋହନ. ଛମାଣ ଆଠଗୁଣ୍ଠ)