ସଉତୁଣୀ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ସପତ୍ନୀ)

ସମ୍ପାଦନା

ସମାନପତିକା ସ୍ତ୍ରୀ —Co-wife; one of two or more wives of a person.

[ଉ—ସ୍ତରୀତ ସଉତୁଣୀ ସମ୍ପତ୍ତି ନ ସହେ କୃଷ୍ଣସିଂହ. ମହାଭାରତ. ସଭା ]