ସଂହାର
ସଂହାର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ସମ୍+ହୃ ଧାତୁ= ହରଣ କରିବା; ବିନାଶ କରିବା +ଭାବ. ଅ)
ସମ୍ପାଦନା- ୧. ଧ୍ୱଂସ; ବିନାଶ —୧. Destruction; ruin; ruination.
- ୨. ସୃଷ୍ଟିର ପ୍ରଳୟ —୨. The dissolution of the world.
- ୩. ସଂକ୍ଷେପ —୩. A bridgement; compendium,
- ୪. ଆହରଣ; ସଂଗ୍ରହ; ସଂକଳନ —୪. Collection gethering up; compilation.
- ୫. ସଂକୋଚ —୫. Contraction.
- ୬. ପ୍ରତ୍ୟାକର୍ଷଣ —୬. Mutual attraction
- ୭. ସଂଯମନ; ଦମନ — ୭. Restraining; checking.
- ୮. ବଶୀକରଣ —୮. Controlling.
- ୯. ବଧ — ୯. Slaughter.
- ୧. ଦୁଇ ବସ୍ତୁକୁ ଯୋଡ଼ିବା —୧୦. Joining together of two things.
- ୧୧. (+କର୍ତ୍ତୃ. ଅ) ଅଷ୍ଟ ସଂଖ୍ୟକ ଭୈରବବିଶେଷ —୧୧. Name of a class of eight attendants of Ṡiba
[ଦ୍ରଷ୍ଟବ୍ୟ — ଏମାନେ କୃଷ୍ଣାଙ୍ଗ, ଚଣ୍ଡ, କ୍ରୋଧୋନ୍ନତ୍ତ, କପାଳୀ ଓ ଭୀଷଣ ଅଟନ୍ତି] ଏମାନେ ଶିବଙ୍କ ସୃଷ୍ଟି ସଂହାରମୂର୍ତ୍ତି]
- ୧୨. (ଅଧିକରଣ. ଅ) ନରକବିଶେଶ —୧୨. Name of a part of the hell.
- ୧୩. ପୂଜାକାଳୀନ ମୁଦ୍ରାବିଶେଷ, ସଂହାରମୁଦ୍ରା (ଦେଖ) - — ୧୩. A posture of figure made by the hands and figers during worship.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନାବିନଷ୍ଟ —Killed.
[ଉ—ମହା ବଳିଷ୍ଠ ଅସୁର, କେମନ୍ତେ ହେବ ସଂହାର—ବିଶ୍ୱନାଥ. ବିଚିତ୍ରରାମାୟଣ]