ସଂଘାତ
ସଂଘାତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ସମ୍+ହନ୍ ଧାତୁ+ଭାବ. ଅ)
ସମ୍ପାଦନା- ୧. ଆଘାତ — ୧. Strike; blow.
- ୨. ହତ୍ୟା; ବଧ — ୨. Killing; slaughter.
- ୩. ନିବିଡ଼ତା; ଘନତ୍ୱ — ୩. Solidity; density; thickness; com pactness.
- ୪. ସମୂହ —୪. Collection; multitude; assemblage.
- ୫. ଦଳ — ୫. Crowd.
- ୬. ନିବିଡ଼ ସଂଯୋଗ; ଜମାଟ ବାନ୍ଧିବା — ୬. Crystallisation; coagulation; combination.
- ୭. ପରସ୍ପର ସଙ୍ଗେ ମିଳନ; ସମ୍ମିଳନ — ୭. Union; combination (Apte).
- ୮. (+ କର୍ତ୍ତୃ. ଅ) କଫ —୮. Phelgm.
- ୯. (+ଅଧିକରଣ. ଅ) ନରକବିଶେଷ —୯. Name of a part of the hell.
- ୧. ନାଟକାଭିନୟେ ଗତି— ବିଶେଷ ବା ଏକ ପ୍ରକାର ଚାଲି —୧୦. A kind of walking (in dramatic performance).
ଗ୍ରାମ୍ୟ - ବିଶେଷ୍ୟ -
ସମ୍ପାଦନାସଂଗାତ; ମିତ୍ର —A dear friend.
[ଉ— ରାଣୀ ବୋଇଲା ଶୁଣ ସଂଘାତ, ନିଶ୍ଚେ ନାଶିଲେ ମୋହର କାନ୍ତ—ଭକ୍ତଚରଣ ମଥୁରାମଙ୍ଗଳ]
ଦେଶଜ - ବିଶେଷଣ -
ସମ୍ପାଦନାମୃତ —Dead.
[ଉ—କାଳେ ସେ ଦେଖନ୍ତି ସଂଘାତ କାଳଦଣ୍ଡେ ଅବଶ୍ୟ ହୁଅନ୍ତି ସଂଘାତ—ଦୀନକୃଷ୍ଣ. ରସ— କଲ୍ଲୋଳ]