ସଂଘର୍ଷ
ସଂଘର୍ଷ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ)
ସମ୍ପାଦନା- ୧. ପର— ସ୍ପର ପରସ୍ପରକୁ ଯୁଦ୍ଧାର୍ଥ ସ୍ପର୍ଦ୍ଧା ସହିତ ଆହ୍ୱାନ — Mutual defiance; mutual challenge.
- ୨. ବାଜି ରଖିବା —୨. Laying a wager.
- ୩. ପରସ୍ପର ଘର୍ଷଣ —୩. Rubbing together; friction.
- ୪. ମର୍ଦନ; ଘୋଟିବା —୪. Poundin; pestling.
- ୫. ଧୀରେ ଧୀରେ ଗମନ —୫. Going gently; gliding.
- ୬. ଧୀରେ ଧିରେ ବହିବା (ପାଣି, ପବନ) —୬. Gentle flowing of water or blowing of wind.
- ୭. ଡ଼ଙ୍ଗା ବୋହିବା —୭. The steering of a ship; the plying of a boat.
- ୮. ପ୍ରତିଦ୍ୱନ୍ଦିତା — Rivalry; emulation (Apte).
- ୯. ଈର୍ଷା — ୯. Jealousy; envy (Apte.
- ୧. ଯୁଦ୍ଧ; ଦ୍ୱନ୍ଦ — ୧୦. Contest; fighting; duel.