ସଂଘଜୀବୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ସଂଘ=ଦଳ, ଜନତା+ଜୀବିନ୍=ଯେ ଜୀବିକା ନିର୍ବାହ କରେ, ୧ମା. ୧ବ) ସମ୍ପାଦନା

୧. ମୂଲିଆ; ବ୍ରାତୀନ; —୧. a day labourer.
୨. କୁଲି; ବୋଝଆ —୨. A common carrier; cooly.