ସଂଗ୍ରହକାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଗ୍ରହକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂଗ୍ରହ+କୃ ଧାତୁ+କର୍ତ୍ତୃ, ଇନ୍, ୧ମା. ୧ବ;+ କର୍ତ୍ତୃ. ଅ) ସମ୍ପାଦନା

ଯେ ଗୋଟାଏ ବା ଏକତ୍ର କରେ —Gathering; collecting.

ବିଶେଷ୍ୟ - ସମ୍ପାଦନା

ଏକତ୍ର କରିବା ବ୍ୟକ୍ତି; ସଂକଳୟିତା — Compilar; collector; gatherer.