ସଂଗୀତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂଙ୍ଗୀତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+ଗୈ ଧାତୁ+ଭାବ. ତି) ସମ୍ପାଦନା

୧. ସଂଗୀତ (ଦେଖ) - —୧. Saṁgīta (See)
୨. ଆଳାପ; କଥୋପକଥନ —୨. Conversation; discourse.
୩. ତନ୍ତ୍ରର ଶାଖା ବିଶେଷ —୩. A branch of the Tantras.