ସଂଗୀତାବିଦ୍
(ସଂଗୀତୀବେତ୍ତା—ଅନ୍ୟରୂପ)
=== ସଂସ୍କୃତ - ବିଶେଷଣ - ପୁଂ—(ସଂଗୀତ+ବିଦ୍ ଧାତୁ+କର୍ତ୍ତୃକ୍ୱିପ୍; ସଙ୍ଗୀତବିଦ୍; ୧ମା. ୧ବ)
ସଂଗୀତଜ୍ଞ — Versed in music & songs.