ସଂଗିତସାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ହରିଭଟ୍ଟ ବିରଚିତ ହିନ୍ଦୁ ସଙ୍ଗୀତ ବିଷୟକ ଗ୍ରନ୍ଥବିଶେଷ —A work on Hindu songs by Hari bhaṭṭa.

[ଦ୍ରଷ୍ଟବ୍ୟ —ଓଡ଼ିଆରେ ବହୁ ଲୋକଗୁଡ଼ାଏ ଜନାଦୃତ ସଂଗୃତ ସଂକଳନ କରି 'ସଙ୍ଗୀତସାର' ନାମକ ପୁସ୍ତକ ପ୍ରକାଶ କରୁ ଅଛନ୍ତି ଏ ଶ୍ରେଣୀର କେତେକ ପୁସ୍ତକର ନାମ ଶୁଣିଲେ ହସ ମାଡ଼େ ଯଥା—ସଙ୍ଗୀତ ରସଗୋଲ୍ଲା, ସଙ୍ଗୀତ ଛେନାଗୁଡ଼, ସଙ୍ଗୀତ ପାଚିଲା କଦଳି]