ସଂଗତିପନ୍ନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂଗତିସଂପନ୍ନ, ସଂଗତିଶାଳୀ—ଅନ୍ୟରୂପ)

(ସଂଗତିପନ୍ନା, ସଂଗତିସଂପନ୍ନା; ସଂଗତିଶାଳିନୀ—ସ୍ତ୍ରୀ) 

(ସଂଗତିସଂପନ୍ନତା, ସଂଗତିଶାଳିତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ସଂଗତି+ପନ୍ନ=ଯୁକ୍ତ) ସମ୍ପାଦନା

୧. ସାଂସରିକ ସ୍ୱଚ୍ଛନ୍ଦ ଅବସ୍ଥାଯୁକ୍ତ — ୧. Well-to-do; (man) of easy circumstances.
୨. ଧନୀ —୨. Affluent; rich.