ସଂଖ୍ୟାବିଦ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ସଂଖ୍ୟାବିଦ—ଦେଶଜରୂପ]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଂଖ୍ୟା+ବିଦ୍ ଧାତୁ=ଜାଣିବା+କର୍ତ୍ତୃ କ୍ୱିପ୍; ସଂଖ୍ୟାବିଦ୍ ଶବ୍ଦ ୧ମା ୧ବ) ସମ୍ପାଦନା

୧. ଅଙ୍କ ବିଦ୍ୟାରେ ପାରଙ୍ଗମ ବ୍ୟକ୍ତି —୧. Arithmetician; mathematician.
୨. ପଣ୍ଡିତ —୨. Learned man.