ସଂଖେୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂଖ୍ୟେୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ୍+ଖ୍ୟା ଧାତୁ+କର୍ମ ଯ) ସମ୍ପାଦନା

୧. ଗଣକୀୟ; ଗଣ୍ୟ —Countable; which can be counted.
୨. ସଂଖ୍ୟାଯୋଗ୍ୟ — ୨. Numerable; calculable.