ସଂକ୍ଷେପିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ପଦ୍ୟ)କ୍ରିୟାପଦ - ସମ୍ପାଦନା

ସଂକ୍ଷିପ୍ତ କରିବା —To condense; to make concise.

(ଉ—ଗୁରୁଙ୍କ ଆଗେ ଜଣାଇଲେ ସଂକ୍ଷେପି ସମସ୍ତ କହିଲେ—ଜଗନ୍ନାଥ. ଭାଗବତ)