ସଂକ୍ଷେପକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂକ୍ଷେପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ୍+କ୍ଷିପ୍ ଧାତୁ+କର୍ତ୍ତୃ. ଅକ) ସମ୍ପାଦନା

ସଂକୋଚକ —Contracting; condensing.

ବିଶେଷ୍ୟ - ସମ୍ପାଦନା

ଯେ କୌଣସି ବିଷୟକୁ ସଂକ୍ଷିପ୍ତ କରେ — One who abridges.