ଶବ୍ଦାର୍ଥ:

ସାଙ୍କତିକ ଅକ୍ଷର ସାହାଯ୍ୟରେ ସଂକ୍ଷେପଣ।

ଅଗରେଜିରେ: Abbreviationସଂକ୍ଷେପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ସଙ୍କ୍ଷେପ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (ସମ୍+କ୍ଷିପ୍ ଧାତୁ=ଫୋପାଡ଼ିବା+ଭାବ. ଅ) ସମ୍ପାଦନା

୧. ସଂକୋଚ —୧. Contraction.
୨. ଅଳ୍ପୀକରଣ —୨. Abridgement; condensing.
୩. ସଂକ୍ଷିପ୍ତ ବର୍ଣ୍ଣନ —୩. Condensed description.
୪. ଚୁମ୍ୱକ —୪. abstract; compendium.

ଦେଶଜ - ବିଶେଷଣ - ସମ୍ପାଦନା

ସଂକ୍ଷିପ୍ତ — Concise.