ସଂକ୍ଷେପ
ସାଙ୍କତିକ ଅକ୍ଷର ସାହାଯ୍ୟରେ ସଂକ୍ଷେପଣ।
ଅଗରେଜିରେ: Abbreviationସଂକ୍ଷେପ
ଉଚ୍ଚାରଣ
ସମ୍ପାଦନା[ସଙ୍କ୍ଷେପ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ - (ସମ୍+କ୍ଷିପ୍ ଧାତୁ=ଫୋପାଡ଼ିବା+ଭାବ. ଅ)
ସମ୍ପାଦନା- ୧. ସଂକୋଚ —୧. Contraction.
- ୨. ଅଳ୍ପୀକରଣ —୨. Abridgement; condensing.
- ୩. ସଂକ୍ଷିପ୍ତ ବର୍ଣ୍ଣନ —୩. Condensed description.
- ୪. ଚୁମ୍ୱକ —୪. abstract; compendium.
ଦେଶଜ - ବିଶେଷଣ -
ସମ୍ପାଦନାସଂକ୍ଷିପ୍ତ — Concise.