ସଂକ୍ରମିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଙ୍କ୍ରମିତ, ସଂକ୍ରାମିତ, ସଙ୍କ୍ରାମିତ ଅନ୍ୟରୂପ

  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - (ସମ୍+କ୍ରମ ଧାତୁ ଣିଚ=କ୍ରମି ଧାତୁ+କର୍ମ ତ) ସମ୍ପାଦନା

୧. ପ୍ରବେଶିତ —୧. Caused to enter into.
୨. ଭର୍ତ୍ତି କରାଯାଇଥିବା —୨. Thrust into.
୩. ନିବେଶିତ —୩. Engaged in; devoted to.
୪. ସ୍ଥାନାନ୍ତର ଗମିତ; ସ୍ଥାନାନ୍ତରିତ —୪, Removed; transfered from one place to another.
୫. ପ୍ରତିବିମ୍ୱିତ —୫. Reflected.