ସଂକ୍ରନ୍ଦନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂଙ୍କ୍ରନ୍ଦନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ସମ=ସମ୍ୟକ୍+କ୍ରନ୍ଦନ)—ଅତ୍ୟନ୍ତ କ୍ରନ୍ଦନ; ବାହୁନା; ଅତିରୋଦନ —୧. Lamentation; excessive weeping; bewailing.
୨. (ସମ+କ୍ରନ୍ଦ ଧାତୁ ଣିଚ୍ କ୍ରନ୍ଦି— ଧାତୁ=କନ୍ଦାଇବା+କର୍ତ୍ତୃଅନ; ଯେ ଶତ୍ରୁକୁ କନ୍ଦାନ୍ତି) ଦେବରାଜ; ଇନ୍ଦ୍ର —୨. Indra; the king of Hindus Gods.