ସଂକ୍ରନ୍ଦନ
ସଂକ୍ରନ୍ଦନ
ଉଚ୍ଚାରଣ
ସମ୍ପାଦନା(ସଂଙ୍କ୍ରନ୍ଦନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. (ସମ=ସମ୍ୟକ୍+କ୍ରନ୍ଦନ)—ଅତ୍ୟନ୍ତ କ୍ରନ୍ଦନ; ବାହୁନା; ଅତିରୋଦନ —୧. Lamentation; excessive weeping; bewailing.
- ୨. (ସମ+କ୍ରନ୍ଦ ଧାତୁ ଣିଚ୍ କ୍ରନ୍ଦି— ଧାତୁ=କନ୍ଦାଇବା+କର୍ତ୍ତୃଅନ; ଯେ ଶତ୍ରୁକୁ କନ୍ଦାନ୍ତି) ଦେବରାଜ; ଇନ୍ଦ୍ର —୨. Indra; the king of Hindus Gods.