ସଂକୋଚନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପ୍ରସାରଣ—ବିପରୀତ)

  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+କୁଚ୍ ଧାତୁ ଣିଚ=କୁଚି ଧାତୁ=କୁଞ୍ଚିତ ହେବା+ଭାବ. ଅନ) ସମ୍ପାଦନା

୧. ସଂକୁଚିତ କରିବା; ସଙ୍କୋଚକରଣ —୧. Act of contacting.
୨. ଚିପି ଛୋଟ କରିବା — ୨. Compressing.
୩. ମୁଦ୍ରଣ; ମୁଦ୍ରିତ କରିବା — ୩. Act of closing up.