ସଂକୁଚିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ସଂକୁଚିତ) ସମ୍ପାଦନା

୧. ସଂକୁଚିତ ହେବା — ୧. To be contracted.
୧. ଲଜ୍ଜାରେ ଜଡ଼ ହେବା —୨. To be overtaken with modesty or bashfulness.

[ଉ— ଶ୍ରୀମତୀ ସଂକୁଚିଲେ ଲଜ୍ଜାଭର—କବିସୂର୍ଯ୍ୟ. ସଙ୍ଗୀତ]