ସଂକୀର୍ତ୍ତନ ମେଳନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ସଂକୀର୍ତ୍ତମ ମେଳ଼[ଳା]—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପ୍ରତିଯୋଗିତା ପାଇଁ ବା ବିଶେଷ ଉପଲକ୍ଷରେ କୌଣସି ସ୍ଥାନରେ ଏକାଧିକ ସଂକୀର୍ତ୍ତନ ଦଳଙ୍କର ସମ୍ମେଳନ — A gathering of more than one party of Saṁkīrttana chanters at a particu;ar place for competition or on some special occasion.