ସଂକୀର୍ଣ୍ଣ ମନାଃ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ବହୁବ୍ରୀହି; ସଂକୀର୍ଣ୍ଣ+ମନସ୍; ୧ମା. ୧ବ) ସମ୍ପାଦନା

୧. ନୀଚମନାଃ — ୧. Mean-minded.
୨. କ୍ଷୁଦ୍ର ଚେତାଃ; ଅନୁଦାରମନାଃ; ଯାହାର ମନ ଉଦାରଭାବାପନ୍ନ ନୁହେଁ —୨. Narrow-minded.
୩. ସ୍ୱାର୍ଥପର —୩. Selfish.