ସଂକୀର୍ଣ୍ଣ କଣ୍ଠ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ସଂକୀର୍ଣ୍ଣକଣ୍ଠୀ, ସଂକୀର୍ଣ୍ଣକଣ୍ଠା—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - (କର୍ମଧା) ସମ୍ପାଦନା

ସଂକୃଚିତ କଣ୍ଠ —Contracted throat.

ବିଶେଷଣ - ପୁଲିଙ୍ଗ - ସମ୍ପାଦନା

(ବହୁବ୍ରୀହି)ସଂକୁଚିତ କଣ୍ଠ ବିଶିଷ୍ଟ —Having a contracted throat.