ସଂକଳୟିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂକଳୟିତ୍ରୀ—ସ୍ତ୍ରୀ) 

(ସଙ୍କଳୟିତା—ଅନ୍ୟରପ)

ସଂସ୍କୃତ - ବିଶେଷଣ - ଓ ବିପୁଲିଙ୍ଗ - (ସମ୍+କଳ୍ଧାତୁ=ସଂଗ୍ରହ କରିବା+କର୍ତ୍ତୃ. ତୃ; ସଂକଳୟିତ ଶବ୍ଦ, ୧ମା ୧ବ) ସମ୍ପାଦନା

ସଂକଳନକାରୀ; ସଂଗ୍ରହକର୍ତ୍ତା — Collector; compiler.