ସଂକଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍କଳ, ସଂକଳନ—ଅନ୍ୟରୂପ)

(ବ୍ୟଚକଳନ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ସମ୍+କଳ୍ ଧାତୁ=ଗଣନା,ସଂଗ୍ରହ କରିବା+ ଭାବ. ଅ) ସମ୍ପାଦନା

୧. ସଂଗ୍ରହ —୧. Collection.
୨. ବହୁ ସଂଖ୍ୟାକ ଓ ବିସ୍ତୃତ ବସ୍ତୁର ଏକତ୍ରୀକରଣ —୨. Compilation; heaping up.
୩. (ଗଣିତ) ଯୋଗ; ମିଶାଣ —୩. (mathematics) Addition.