ସଂକର୍ଷଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍କର୍ଷଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+କୃଷ୍ ଧାତୁ+ଭାବ. ଅନ) ସମ୍ପାଦନା

୧. ସଂପୂର୍ଣ୍ଣରୂପେ କର୍ଷଣ; ଆକର୍ଷଣ —୧. Attraction.
୨. Cultivation; agriculture; ploughing up.
୩. (+କର୍ତ୍ତୃ. ଅନ) ବଳରାମ; ବଳଦେବ; ଶ୍ରୀକୃଷ୍ଣାଗ୍ରଜ (ଦ୍ର—ଏହାଙ୍କର ହଳ ଆୟୁଧ) —୩. Baḻa rāma.
୪. ଶିବ —୪. God Ṡiba.
୫. ବିଷ୍ଣୁଙ୍କର କଳା ବିଶେଷ —୫. A phase of Bishṇu.

[ଉ—ବିରଷ ମାସ ପ୍ରହର ଦଣ୍ଡ ଯେ ମୁହର୍ତ୍ତ, ସଂକର୍ଷଣ ଆଦି ଫଳି ହୋଇଛି ବିଦିତ—ପ୍ରାଚୀ. ଶିବସ୍ୱରୋଦୟ)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ଲୋକଙ୍କ ନାମ —A name of males.