ସଂକରାନୁଭୂତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

କାବ୍ୟାଳଂକାର ବିଶେଷ (ଏହା ଚତୁର୍ବିଧ) — A kind of figure in rhetoric.

(ଉ—ଅବସର ଭୋଗୀ ହେବେ ଭ୍ରମର ଚକୋର, ଅକ୍ସ ପୂଜନେ ସୁମନ ହେବେ ସର୍ବସୁର ଅରୁଣ ଲୋକନେ ମୁଦ କୁମୁଦ ହୋଇବ, ବିପରୀତ କଥାରେ ସୁମତି ନ ମିଳିବ ଅଭିମନ୍ୟୁ—ବିଦଗ୍ଧ ଚିନ୍ତାମଣି)