ସଂକଟ ସଂକୁଳ
ଯେଉଁ ସ୍ଥାନରେ ବା ଅବସ୍ଥାରେ ମନୁଷ୍ୟକୁ ବା ପ୍ରାଣୀକୁ ଚାରିଆଡ଼େ ବିପଦ ଘେରିଥାଏ —(a place or state) Beset with or surrounded by danger; full of danger.