ସଂକଟା ସ୍ଥଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂକଟସ୍ଥାନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ) ସମ୍ପାଦନା

୧. ବିପଦାକୀର୍ଣ୍ଣ ସ୍ଥାନ —୧. A place beset with dangers.
୨. ବିପତ୍ପୂର୍ଣ୍ଣ ବିଷୟ —୨. Dangerous or risky matter.
୩. (ଭୁଗୋଳ ପରିଭାଷା) ଯୋଜନ —୩. Isthmus.
୪. ଭୂକନ୍ଦରା — ୪. A deep and narrow hole in the ground; abyss.