ଷ୍ଟାମ୍ପ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

୧. ସିଟାମ; ଗଭର୍ଣ୍ଣରମେଣ୍ଟଙ୍କ ମୋହରମରା କାଗଜ, ଯହିଁରେ ଦଲିଲ ଆଦି ଲେଖାଯାଏ — ୧. Government stamped paper.
୨. ଡ଼ାକ ଘରର ଡାକ ଟିକଟ; ପୋଷ୍ଟେଜ୍ ଷ୍ଟାମ୍ପ — ୨. Postage stamp.
୩. ରବର୍ ଆଦିରେ ଅକ୍ଷରାଦି ଅଙ୍କିତ ବା ଖୋଦିତ ମୋହର —୩. Rubber stamp.

[ଦ୍ରଷ୍ଟବ୍ୟ —ଇଷ୍ଟାମ୍ପ, ଷିଟାମ୍(ମୁ), ଷିଠାମ୍(ମୁ)ଏହାର ଅଶୁଦ୍ଧ ଉଚ୍ଚାରଣ]