ଷ୍କୁଲ୍ (ଇତ୍ୟାଦି)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

ସ୍କୁଲ୍ ଇତ୍ୟାଦି (ଦେଖ) - Skul etc [See]

ବିଦ୍ୟାଳୟ —School.

[ଦ୍ରଷ୍ଟବ୍ୟ — ଏହି ଶବ୍ଦ ପୂର୍ବେ ଓ ପରେ ଅନେକଗୁଡ଼ିଏ ଭିନ୍ନ ଭିନ୍ନ ପ୍ରକାରବାଚକ ଇଂରାଜୀ ଶବ୍ଦ ଯୋଗ ହୁଏ ଯଥା—ସଣ୍ଡେ ସ୍କୁଲ—ଖ୍ରୀଷ୍ଟାନ୍ମାନଙ୍କ ଧର୍ମସମ୍ୱନ୍ଧୀୟ ଶିକ୍ଷା ପାଇଁ ରବିବାର ଦିନ ହେବା ବିଦ୍ୟାଳୟ —Sunday school.

ଅପର୍ ପ୍ରାଇମେରି —Upper Primary School.

ଲୋଥର୍ ପ୍ରାଇମେରି —Lower Primary School.

ଲର୍ଣ୍ଣାକ୍ୟୁଲର୍ —Vernacular school.

ମାଇନର୍ ବା ମିଡ଼ଲ୍ ଇଙ୍ଗ୍ଲିସ୍ — Minor or Middle English school

ଟ୍ରେନିଙ୍ଗ୍ —Training school.

ମଡେଲ୍ —Model school.

ହାଇ —High school.

ସର୍ଭେ —Survey school.

ଲୋ ବାଷ୍ଟ୍ —Lowcaste school.

ଗେର୍ଲ ସ୍କୁଲ —Girl school.

କଲେଜିଏଟ୍ ସ୍କୁଲ —Collegiate school.

ନାଇଟ୍ —Night school.

ବୋର୍ଡ —Board school.

ଇଞ୍ଜିନିଅରିଙ୍ଗ୍ —Engineering school.

ଷ୍କୁଲର ଅଶୁଦ୍ଧ ଉଚ୍ଚାରଣ ଇସ୍କୁଲ, ଇସ୍କୁଇଲ, ଇସିକୁଲ]