ଷୋଳ ନାମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଭଗବାନଙ୍କର ଷୋଳଟି ନାମ (ଯଥା—ହରେ ରାମ ହରେ ରାମ, ରାମ ରାମ ହରେ ହରେ; ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ) — The formula in which the name of God is uttered sixteen times.

[ଦ୍ରଷ୍ଟବ୍ୟ — ଏହାକୁ ମଧ୍ୟ ଷୋଳ ନାମ ବତ୍ରିଶ (ବତିଶି) ଅକ୍ଷର କହନ୍ତି]