ଷୋଳ ଅଣା
ଷୋଳ ଅଣା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଷୋଳ ଅଣା
|
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ୬୪: ପଇସା; ଏକ ଟଙ୍କାର ଅଣାର ସମଷ୍ଟି —୧. ୧୬ annas or ୬୪ pice equal to one rupee.
- ୨. କୌଣସି ବିଷୟର ବା ପଦାର୍ଥର ପୂର୍ଣ୍ଣ ଅବସ୍ଥା —୨. The complete or full condition of any thing or matter.
- ୩. ସମ୍ପୂର୍ଣ୍ଣ ପଦାର୍ଥ —୩. A whole thing; the whole.
ଦେଶଜ - ବିଶେଷଣ - ସମ୍ପାଦନା
ସମ୍ପୂର୍ଣ୍ଣ — Full; whole.
[ଉ—ପୀରତି ଲକ୍ଷଣ ବାଞ୍ଛଇ ପ୍ରଣୟୀ ପ୍ରିୟତମେ ଷୋଳ ଅଣା—ନନ୍ଦକିଶୋର. ଶର୍ମିଷ୍ଟା]